ଏଣିକି ରାଜଧାନୀରେ ବାହାରେ ମଳତ୍ୟାଗ ଓ ପରିସ୍ରା ମନା

ଭୁବନେଶ୍ୱର : ଏଣିକି ରାଜଧାନୀରେ ଖୋଲାରେ ମଳତ୍ୟାଗ କଲେ କିମ୍ବା ପରିସ୍ରା କଲେ ଜରିମାନା ଦେବାକୁ ପଡିବ। ଏମିତି ନିୟମ ଶନିବାର କଡ଼ାକଡ଼ି ହୋଇଥିବା ହୋଇଛି । ଖୋଲାରେ ମଳତ୍ୟାଗ କଲେ ୨୦୦ଟଙ୍କା ଓ ପରିସ୍ରା କଲେ ୧୫୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଶନିବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନୋଟିସ ଜାରି କରାଯାଇଛି।