ଯୁବତୀଙ୍କୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ଜେଲ

ବାରିପଦା, ଏନ୍ଏନ୍ଏସ୍: ବାରିପଦା ସହକାରୀ ଦୌରାଜଜ ସ୍ପେସାଲ ଟ୍ରାକ୍ କୋର୍ଟ ଜଜ ଏ ମହାପାତ୍ର ଆଜି ଏକ ଦୁଷ୍କର୍ମ ମାମଲାର ବିଚାର କରି ବାରିପଦା ସଦର ଥାନା ମହୁଲିଆ ଗ୍ରାମର ଗୋପାଲ ସିଂଙ୍କ ପୁଅ ସୁଶାନ୍ତ ସିଂ ଓରଫ ସୁକୁମାରଙ୍କୁ ୧୦ ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।