U-19 ବିଶ୍ୱକପ୍: ବାଂଲାଦେଶ ଚାମ୍ପିଅନ୍

ଦକ୍ଷିଣଆଫ୍ରିକା: ଦକ୍ଷିଣଆଫ୍ରିକାରେ ଆୟୋଜିତ ୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ୍ ଫାଇନାଲରେ ବାଂଲାଦେଶ ଶକ୍ତିଶାଳୀ ଭାରତକୁ ପରାସ୍ତ କରି ଚାମ୍ପିଅନ ହୋଇଛି। ଫାଇନାଲରେ ଡିଫେଣ୍ଡି ଚାମ୍ପିଅନ୍ ଭାରତ ସହ ବାଂଲାଦେଶର ମୁକାବିଲା କରିଥିଲା । ଟସ୍‌ ହାରି ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୪୭.୨ଓଭର ଖେଳି ୧୭୭ରନ୍‌ କରିବାକୁ ସାମର୍ଥ ହୋଇଥିଲା ଜୁନିୟର ଟିମ୍ । ତେବେ ବାଂଲାଦେଶକୁ ୧୭୮ରନର ଟାର୍ଗେଟ ଦେଇଛି ଭାରତୀୟ ୟଙ୍ଗ ଟିମ୍‌ । ତେବେ ବାଂଲାଦେଶରେ ୩ଟି ୱିକେଟ୍ ହାତରେ ଥାଇ ବିଜଲ ହାସଲ କରିଥିଲା।