ସପତ୍ନୀକ ଟିକା ନେଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଓ ତାଙ୍କ ପତ୍ନୀ ଆଜି ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ କରୋନା ଟିକା ଲଗାଇଛ‌ନ୍ତି । ଏହି ଅବସରରେ ଏକ କରୋନାମୁ‌କ୍ତ ସମାଜ ନିମନ୍ତେ କାମନା କରି କରୋନା ପ୍ରତିଷେଧକ ଟିକା ନେଇ ସମସ୍ତେ ସୁ‌ସ୍ଥ ରହିବାକୁ ଶ୍ରୀ ମିଶ୍ର ଆ‌ହ୍ୱାନ ଦେଇଛ‌ନ୍ତି।