ବାଗଚୀ ଶ୍ରୀଶଙ୍କର କ୍ୟାନ୍ସର କେୟାର ସେଣ୍ଟରକୁ ମିଳିବ ୨ ଏକର ଜମି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବାଗଚୀ ଶ୍ରୀଶଙ୍କର କ୍ୟାନ୍ସର କେୟାର ସେଣ୍ଟରକୁ ରାଜ୍ୟ ସରକାର ୨ ଏକର ଜମି ପ୍ରଦାନ କରିବେ । କ୍ୟାନ୍ସର ରୋଗୀଙ୍କ ରହଣୀ ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଉକ୍ତ ଜମିର ରୋଗୀଙ୍କ ରହଣୀ ଲାଗି ଘର ନିର୍ମାଣ କରାଯିବ। ଏନେଇ ଏସଆରସି ପ୍ରଦୀପ କୁମାର ଜେନା ସୂଚନା ପ୍ରଦାନ କରିଛନ୍ତି ।