ପାକିସ୍ତାନ ସୈନ୍ୟଙ୍କ ଅସ୍ତ୍ରବିରତି ଉଲ୍ଲଂଘନ: ଦୁଇ ଯବାନ ସହିଦ ଓ ଜଣେ ନାଗରିକ ମୃତ

କାଶ୍ମୀର,ଏନ୍ଏନ୍ଏସ୍: ଜମ୍ମୁକାଶ୍ମୀରର କୁପଓ୍ଵାରା ଜିଲ୍ଲା ଅନ୍ତର୍ଗତ ତଙ୍ଘାର୍‌ ସେକ୍ଟର ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଠାରେ ପାକିସ୍ତାନୀ ସୈନିକମାନେ…

କର୍ତ୍ତାରପୁର କରିଡ଼ର ପାଇଁ ଆଜିଠାରୁ ପଞ୍ଜିକରଣ ଆରମ୍ଭ

ହରିଆଣା,ଏଜେନ୍ସି: କର୍ତ୍ତାରପୁର କରିଡର ପାଇଁ ରବିବାର ଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତୀର୍ଥଯାତ୍ରୀଙ୍କ ପାଇଁ ପାସପୋର୍ଟ ବାଧ୍ୟତାମୂଳକ…

ଯାତ୍ରା ଦେଖିବା ହେଲା କାଳ, ଗଛରେ ପିଟିହୋଇ ୨ଜଣ ବାଇକ ଆରୋହୀଙ୍କ ମୃତ

ବାଲେଶ୍ୱର/ସିମୁଳିଆ,ଏନ୍ଏନ୍ଏସ୍: ସିମୁଳିଆ ଥାନା ଅନ୍ତର୍ଗତ ଗାଁମାର୍କୋଣା ଛକ ନିକଟରେ ଭାରସାମ୍ୟ ହରାଇ ୨ଜଣ ବାଇକ୍ ଆରୋହୀ ଗଛରେ ପିଟି ହୋଇଛନ୍ତି। ଫଳରେ…

ପୁରୀ ପୌରସଂସ୍ଥା ମାର୍କେଟ୍‌ କମ୍ପ୍ଲେସ୍‌ ଭଙ୍ଗା ଆରମ୍ଭ

ପୁରୀ,ଏନ୍ଏନ୍ଏସ୍: ପୁରୀ ସହରରେ ବିପଜ୍ଜନକ ଅବସ୍ଥାରେ ଥିବା ପୌରସଂସ୍ଥାର ମାର୍କେଟ୍‌ କମ୍ପ୍ଲେସକୁ ରବିବାର ଭଙ୍ଗା ଆରମ୍ଭ ହୋଇଛି। ତେବେ ଶ୍ରୀମନ୍ଦିର ଏବଂ…

ବଲିଉଡ଼ ଷ୍ଟାରଙ୍କୁ ଭେଟି ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲିଉଡ୍‌ କଳାକାରମାନଙ୍କୁ ଭେଟିଛନ୍ତି।…

କଡା ଟିପ୍ପଣୀ କମଲେଶ ତିୱାରୀଙ୍କ ପାଇଁ ହେଲା କାଳ, ୪ବର୍ଷ ପରେ ନେଲେ ପ୍ରତିଶୋଧ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ରାଜନେତା କମଲେଶ ତିୱାରୀଙ୍କୁ ହତ୍ୟା ମାମଲାର ତଦନ୍ତ କରି ପୁଲିସ ଜଣେ ମୌଲବୀଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଶନିବାର…

ଆଇପିଏଲ-୨୦୨୦ ଖେଳିବା ପାଇଁ ଓଡ଼ିଶାର ପପୁ ରାୟଙ୍କୁ ସୁଯୋଗ

ମୁମ୍ବଇ: ଆଇପିଏଲ୍‌-୨୦୨୦ରେ ଓଡ଼ିଶାର ବାମ ହାତୀ ସ୍ପିନର ପପୁ ରାୟଙ୍କୁ ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ସେ ୨୦୧୯ ଚାମ୍ପିଅନ ମୁମ୍ବଇ ଇଣ୍ଡିଆନ୍ସ…

ଗୋଟିଏ କଲ୍ ସେଣ୍ଟର ଅନ୍ତର୍ଭୁକ୍ତ ହେବେ ସରକାରୀ ଓ ବେସରକାରୀ ଆମ୍ବୁଲାନ୍ସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୁର୍ଘଟଣାର ପ୍ରଥମ ୪୮ ଘଂଟା ମଧ୍ୟରେ ସମସ୍ତ ବେସରକାରୀ ଓ ସରକାରୀ ହସ୍ପିଟାଲ୍ ବିନାମୂଲ୍ୟରେ ଉଚ୍ଚମାନର ଜୀବନରକ୍ଷାକାରୀ ଚିକିôସା…