ନୂଆଦିଲ୍ଲୀ,ଏଜେନ୍ସି: ୨୦୨୨ ହଜ୍ ଯାତ୍ରା ନିମନ୍ତେ ଭାରତ ସରକାରଙ୍କ ସଂଖ୍ୟାଲଘୁ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଆବେଦନପତ୍ର ଆହ୍ୱାନ କରାଯାଇଛି। କ୍ୟାବିନେଟ ମନ୍ତ୍ରୀ ମୁକ୍ତାର ଆବାସ ନକ୍ଭୀ ଅନ୍ଲାଇନ ଆବେଦନପତ୍ର ପ୍ରକ୍ରିୟାକୁ ଉଦ୍ଘାଟନ କରିଛନ୍ତି। କୋଭିଡ୍ ଯୋଗୁଁ ବିଗତ ଦୁଇବର୍ଷ ଧରି ହଜ୍ ଯାତ୍ରାକୁ ବାତିଲ କରାଯାଇଥିଲା।