ରାଜ୍ୟରେ ପୁଣି ସୁସ୍ଥହେଲେ ୨୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୮୨୭୧ରେ ପହଞ୍ଚିଛି।

ଆଜି ସମ୍ବଲପୁରରୁ ସର୍ବାଧିକ ୩୬ ଜଣ ସୁସ୍ଥହୋଇଥିବାବେଳେ ସୁନ୍ଦରଗଡରୁ ୩୪, ଅନୁଗୁଳରୁ ୨୮, ବରଗଡରୁ ୧୫, ଖୋର୍ଦ୍ଧାରୁ ୧୩, ପୁରୀରୁ ୧୩, ନୂଆପଡାରୁ ୧୦, ଯାଜପୁରରୁ ୯, ବାଲେଶ୍ୱରରୁ ୮, କେନ୍ଦ୍ରାପଡାରୁ ୮, ଝାରସୁଗୁଡାରୁ ୭, ମୟୁରଭଞ୍ଜରୁ ୭, ବଲାଙ୍ଗିରରୁ ୬, କୋରାପୁଟରୁ ୫, କଟକରୁ ୪, କେନ୍ଦୁଝରରୁ ୪, ବୌଦ୍ଧରୁ ୩, ଗଞ୍ଜାମରୁ ୩, ଜଗତସିଂହପୁରରୁ ୩, କନ୍ଧମାଳରୁ ୩, ଢେଙ୍କାନାଳରୁ ୨, ସୋନପୁରରୁ ୨, ଭଦ୍ରକରୁ ୧, ନୟାଗଡରୁ ୧ ଏବଂ ଷ୍ଟଟପୁଲରୁ ୩ ଜଣ ସୁସ୍ଥ ହୋଇଛନ୍ତି।