ଭୁବନେଶ୍ୱର,ଏନ୍ଏନ୍ଏସ୍:ଆଜି ରାଜ୍ୟରେ୧୬୭୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୬୪୭୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।
Another 1673 #COVID19 patients have recovered and are being discharged on 12.8.2020
389 from Ganjam
177 from Khurdha
163 from Sundergarh
126 from Cuttack
120 from Koraput
100 from Puri
61 from Sambalpur
50 from Baragarh
47 from Keonjhar
47 from Rayagada— H & FW Dept Odisha (@HFWOdisha) August 12, 2020
ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୮୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୭୭, ସୁନ୍ଦରଗଡରୁ ୧୬୩, କଟକରୁ ୧୨୬, କୋରାପୁଟରୁ ୧୨୦, ପୁରୀରୁ ୧୦୦, ସମ୍ବଲପୁରରୁ ୬୧, ବରଗଡରୁ ୫୦, କେନ୍ଦୁଝର ଓ ରାୟଗଡାରୁ ୪୭ ଜଣ ଲେଖାଏଁ, କନ୍ଧମାଳ ୪୬, ନୟାଗଡ ୩୫, ଯାଜପୁର ୩୪, ଗଜପତି ୩୩, କେନ୍ଦ୍ରାପଡା ୩୧, ବାଲେଶ୍ୱର ୩୦, ମାଲକାନଗିରି୨୮, ଭଦ୍ରକ ୨୬, ମୟୁରଭଞ୍ଜ୨୫, ଢେଙ୍କାନାଳ୨୪, କଳାହାଣ୍ଡି୨୧, ବଲାଙ୍ଗିର ୧୫, ସୋନପୁର ୧୪, ନବରଙ୍ଗପୁର ୧୧, ଜଗତସିଂହପୁର ୮, ଝାରସୁଗୁଡା୬, ଅନୁଗୁଳ ୪, ବୌଦ୍ଧ ଓ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।
46 from Kandhamal
35 from Nayagarh
34 from Jajpur
33 from Gajapati
31 from Kendrapara
30 from Balasore
28 from Malkangiri
26 from Bhadrak
25 from Mayurbhanj
24 from Dhenkanal
21 from Kalahandi
15 from Bolangir
14 from Sonepur
11 from Nabarangpur
8 from Jagatsinghpur— H & FW Dept Odisha (@HFWOdisha) August 12, 2020
6 from Jharsuguda
4 from Angul
1 each from Boudh and NuapadaThe total recovered cases of Odisha now stand at 36478
— H & FW Dept Odisha (@HFWOdisha) August 12, 2020