ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ୧୬୪୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୮୫୭୬କୁ ବୃଦ୍ଧି ପାଇଛି।
Another 1641 #COVID19 patients have recovered and are being discharged on 20.8.2020
365 from Ganjam
357 from Khurdha
91 from Sundergarh
86 from Jajpur
65 from Gajapati
63 from Cuttack
63 from Koraput
60 from Mayurbhanj
50 from Kandhamal
42 from Rayagada— H & FW Dept Odisha (@HFWOdisha) August 20, 2020
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ଲକ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଆଜି ଗଞ୍ଜାମ ଜିଲ୍ଲାରୁ ୩୬୫ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୫୭ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡରୁ ୯୧, ଯାଜପୁରରୁ ୮୬, ଗଜପତିରୁ ୬୫, କଟକ ଓ କୋରାପୁଟରୁ ୬୩ଜଣ ଲେଖାଏଁ, ମୟୁରଭଞ୍ଜରୁ ୬୦, କନ୍ଧମାଳରୁ ୫୦, ରାୟଗଡାରୁ ୪୨, ନୟାଗଡରୁ ୪୧, ମାଲକାନଗିରିରୁ ୩୯, ବଲାଙ୍ଗିରରୁ ୩୫, ଢେଙ୍କାନାଳ ଓ ଜଗତସିଂହପୁରରୁ ୩୩ ଜଣ ଲେଖାଏଁ, ବାଲେଶ୍ୱରରୁ ୩୧, କେନ୍ଦୁଝରରୁ ୨୯, ବରଗଡରୁ ୨୫, ଭଦ୍ରକରୁ ୨୪, ଝାରସୁଗୁଡା ଓ ପୁରୀରୁ ୨୧ଜଣ ଲେଖାଏଁ, ସମ୍ବଲପୁରରୁ ୨୦, କଳାହାଣ୍ଡି ଓ କେନ୍ଦ୍ରାପଡାରୁ ୧୬ଜଣ ଲେଖାଏଁ, ନବରଙ୍ଗପୁରରୁ ୧୧, ଦେବଗଡରୁ ୨, ଅନୁଗୁଳ ଓ ବୌଦ୍ଧରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।
41 from Nayagarh
39 from Malkangiri
35 from Bolangir
33 from Dhenkanal
33 from Jagatsinghpur
31 from Balasore
29 from Keonjhar
25 from Baragarh
24 from Bhadrak
21 from Jharsuguda
21 from Puri
20 from Sambalpur
16 from Kalahandi
16 from Kendrapara
11 from Nabarangpur— H & FW Dept Odisha (@HFWOdisha) August 20, 2020
2 from Deogarh
1 each from Angul & BoudhThe total recovered cases of Odisha now stand at 48576
— H & FW Dept Odisha (@HFWOdisha) August 20, 2020