ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ପୁଣି ୧୫୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୨୨୭୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ଲକ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଆଜି ଗଞ୍ଜାମ ଜିଲ୍ଲାରୁ ୩୫୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୪୧ଜଣ ସୁସ୍ଥ ହୋଇଛନ୍ତି।
Another 1550 #COVID19 patients have recovered and are being discharged on 16.8.2020
355 from Ganjam
241 from Khurdha
118 from Sundergarh
99 from Cuttack
89 from Sambalpur
72 from Dhenkanal
64 from Malkangiri
63 from Balasore
62 from Kandhamal
59 from Puri— H & FW Dept Odisha (@HFWOdisha) August 16, 2020
ସେହିପରି ସୁନ୍ଦରଗଡରୁ ୧୧୮, କଟକରୁ ୯୯, ସମ୍ବଲପୁରରୁ ୮୯, ଢେଙ୍କାନାଳରୁ ୭୨, ମାଲକାନଗିରିରୁ ୬୪, ବାଲେଶ୍ୱରରୁ ୬୩, କନ୍ଧମାଳରୁ ୬୨, ପୁରୀରୁ ୫୯, କୋରାପୁଟରୁ ୪୧, ମୟୁରଭଞ୍ଜରୁ ୩୯, ଭଦ୍ରକରୁ ୩୮, ଜଗପତି ୩୨, ବଲାଙ୍ଗିର୨୬, ରାୟଗଡା୨୦, ଜଗତସିଂହପୁର ୧୮, ଝାରସୁଗୁଡା ୧୭, ଯାଜପୁର, କେନ୍ଦ୍ରାପଡା ଓ କେନ୍ଦୁଝରରୁ ୧୬ ଜଣ ଲେଖାଏଁ, ବୌଦ୍ଧରୁ ୧୫, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡାରୁ ୬ଜଣ ଲେଖାଏଁ, ବରଗଡ ଓ ସୋନପୁରରୁ ୫ ଜଣ ଲେଖାଏଁ, ଅନୁଗୁଳରୁ ୪ଜଣ ଏବଂ ନୟାଗଡରୁ ୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
41 from Koraput
39 from Mayurbhanj
38 from Bhadrak
32 from Gajapati
26 from Bolangir
20 from Rayagada
18 from Jagatsinghpur
17 from Jharsuguda
16 from Jajpur
16 from Kendrapara
16 from Keonjhar
15 from Boudh
6 each from Kalahandi, Nabarangpur & Nuapada— H & FW Dept Odisha (@HFWOdisha) August 16, 2020
5 each from Baragarh & Sonepur
4 from Angul
2 from NayagarhThe total recovered cases of Odisha now stand at 42276
— H & FW Dept Odisha (@HFWOdisha) August 16, 2020