ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୧୫୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪୩,୭୭୯ରେ ପହଞ୍ଚିଛି।
Another 1503 #COVID19 patients have recovered and are being discharged on 17.8.2020
232 from Ganjam
131 from Cuttack
112 from Rayagada
111 from Sundergarh
101 from Balasore
99 from Khurdha
63 from Dhenkanal
51 from Mayurbhanj
49 from Gajapati
49 from Koraput— H & FW Dept Odisha (@HFWOdisha) August 17, 2020
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଗଞ୍ଜାମ ଜିଲ୍ଲାରୁ ୨୩୨ ଜଣ, କଟକରୁ ୧୩୧ଜଣ, ରାୟଗଡାରୁ ୧୧୨ଜଣ, ସୁନ୍ଦରଗଡରୁ ୧୧୧ଜଣ, ବାଲେଶ୍ୱରରୁ ୧୦୧ ଜଣ, ଖୋର୍ଦ୍ଧାରୁ ୯୯ଜଣ, ଢେଙ୍କାନାଳରୁ ୬୩ଜଣ, ମୟୁରଭଞ୍ଜରୁ ୫୧ଜଣ, ଗଜପତି ଓ କୋରାପୁଟରୁ ୪୯ଜଣ ଲେଖାଏଁ, ମାଲକାନଗିରିରୁ ୪୨ଜଣ, ଭଦ୍ରକ ଓ ଗଜତସିଂହପୁରରୁ ୩୮ ଜଣ ଲେଖାଏଁ, କନ୍ଧମାଳରୁ ୩୭ଜଣ, ବଲାଙ୍ଗିର ଓ ଯାଜପୁରରୁ ୩୬ଜଣ ଲେଖାଏଁ, ସମ୍ବଲପୁରରୁ ୩୫ଜଣ, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଜାରୁ ୩୧ଜଣ ଲେଖାଏଁ, ସୋନପୁରରୁ ୩୦ଜଣ, କେନ୍ଦୁଝରରୁ ୨୦ଜଣ, ଅନୁଗୁଳରୁ ୧୮ଜଣ, ବରଗଡରୁ ୧୫ଜଣ, ଝାରସୁଗୁଡା ଓ କେନ୍ଦ୍ରାପଡାରୁ ୧୪ଜଣ ଲେଖାଏଁ, ଦେବଗଡରୁ ୪ଜଣ ଓ ପୁରୀରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
42 from Malkangiri
38 from Bhadrak
38 from Jagatsinghpur
37 from Kandhamal
36 from Bolangir
36 from Jajpur
35 from Sambalpur
34 from Nayagarh
31 from Kalahandi
31 from Nabarangpur
31 from Nuapada
30 from Sonepur
20 from Keonjhar
18 from Angul
15 from Baragarh— H & FW Dept Odisha (@HFWOdisha) August 17, 2020
14 from Jharsuguda
14 from Kendrapara
4 from Deogarh
1 from PuriThe total recovered cases of Odisha now stand at 43779
— H & FW Dept Odisha (@HFWOdisha) August 17, 2020