ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ୧୨୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୩୦୨୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୬୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Another 1236 #COVID19 patients have recovered and are being discharged on 10.8.2020
461 from Khurdha
182 from Ganjam
83 from Rayagada
74 from Kandhamal
51 from Malkangiri
39 from Angul
36 from Koraput
35 from Balasore
34 from Baragarh
32 from Jagatsinghpur— H & FW Dept Odisha (@HFWOdisha) August 10, 2020
32 from Sundergarh
31 from Bhadrak
29 from Jajpur
28 from Gajapati
23 from Mayurbhanj
15 from Nabarangpur
14 from Puri
10 from Kendrapara
9 from Boudh
8 from Jharsuguda
6 from Nayagarh
3 from Cuttack
1 from Kendrapara— H & FW Dept Odisha (@HFWOdisha) August 10, 2020
ସେହିପରି ଗଞ୍ଜାମ ଜିଲ୍ଲାରୁ ୧୮୨, ରାୟଗଡାରୁ ୮୩, କନ୍ଧମାଳରୁ ୭୪, ମାଲକାନଗିରିରୁ ୫୧, ଅନୁଗୁଳରୁ ୩୯, କୋରାପୁଟରୁ ୩୬, ବାଲେଶ୍ୱରରୁ ୩୫, ବରଗଡରୁ ୩୪, ଜଗତସିଂହପୁର ଓ ସୁନ୍ଦରଗଡରୁ ୩୨ ଜଣ ଲେଖାଏଁ, ଭଦ୍ରକରୁ ୩୧, ଯାଜପୁରରୁ ୨୯, ଗଜପତିରୁ ୨୮, ମୟୁରଭଞ୍ଜରୁ ୨୩, ନବରଙ୍ଗପୁରରୁ ୧୫, ପୁରୀରୁ ୧୪, କେନ୍ଦ୍ରାପଡାରୁ ୧୦, ବୌଦ୍ଧରୁ ୯, ଝାରସୁଗୁଡାରୁ ୮, ନୟାଗଡରୁ ୬, କଟକରୁ ୩ ଜଣ ସୁସ୍ଥ ହୋଇଛନ୍ତି।
The total recovered cases of Odisha now stand at 33020
— H & FW Dept Odisha (@HFWOdisha) August 10, 2020