ଦିଲ୍ଲୀ କ୍ୟାପିଟାଲ୍ସ
ରିଟେନ୍ ଖେଳାଳି: ଋଷଭ ପନ୍ତ୍ (୧୬ କୋଟି), ଅକ୍ଷର ପଟେଲ୍ (୯ କୋଟି), ପୃଥ୍ୱୀ ଶ’ (୭.୫ କୋଟି), ଆନ୍ରିକ୍ ନୋର୍ଜେ (୬.୫ କୋଟି) ।
ଡେଭିଡ୍ ୱାର୍ଣ୍ଣର୍ (୬.୨୫ କୋଟି), ଅଶ୍ୱିନ୍ ହେବର୍ (୨୦ ଲକ୍ଷ), ସର୍ଫରାଜ୍ ଖାନ୍ (୨୦ ଲକ୍ଷ), କେଏସ୍ ଭରତ (୨ କୋଟି), ମନଦୀପ୍ ସିଂହ (୧.୧ କୋଟି), ରୋଭ୍ମନ୍ ପୋୱେଲ୍ (୨.୮ କୋଟି), ମୁସ୍ତାଫିଜୁର୍ ରହମନ୍ (୨ କୋଟି), କୁଲଦୀପ୍ ଯାଦବ (୨ କୋଟି), ଖଲିଲ୍ ଅହମଦ (୫.୨୫ କୋଟି), ଚେତନ ସାକାରିଆ (୪.୨ କୋଟି), ମିଚେଲ୍ ମାର୍ଶ (୬.୫ କୋଟି), ଶାର୍ଦ୍ଦୁଲ୍ ଠାକୁର (୧୦.୭୫ କୋଟି), କମଲେଶ ନାଗରକୋଟି (୧.୧ କୋଟି), ଲଳିତ ଯାଦବ (୬୫ ଲକ୍ଷ), ରିପଲ୍ ପଟେଲ୍ (୨୦ ଲକ୍ଷ), ୟଶ୍ ଧୁଲ୍ (୫୦ ଲକ୍ଷ), ପ୍ରବୀଣ ଦୁବେ (୫୦ ଲକ୍ଷ) ।
ଚେନ୍ନାଇ ସୁପର୍ କିଙ୍ଗ୍ସ
ରିଟେନ୍ ଖେଳାଳି: ରବୀନ୍ଦ୍ର ଜାଡେଜା (୧୬ କୋଟି), ଏମ୍ଏସ୍ ଧୋନି (୧୨ କୋଟି), ଋତୁରାଜ ଗାଏକ୍ୱାଡ୍ (୮ କୋଟି), ମୋଇନ୍ ଅଲୀ (୬ କୋଟି) ।
ରବିନ୍ ଉଥାପ୍ପା (୨ କୋଟି), ଅମ୍ବାତି ରାୟୁଡୁ (୬.୭୫ କୋଟି), ଡେଭନ୍ କନ୍ୱେ (୧ କୋଟି), ଶୁଭ୍ରାଂଶୁ ସେନାପତି (୨୦ ଲକ୍ଷ), ହରି ନିଶାନ୍ତ (୨୦ ଲକ୍ଷ), ଏନ୍ ଜଗଦୀଶନ୍ (୨୦ ଲକ୍ଷ), ଦୀପକ ଚହର (୧୪ କୋଟି), କେଏମ୍ ଆସିଫ୍ (୨୦ ଲକ୍ଷ), ତୁଷାର ଦେଶପାଣ୍ଡେ (୨୦ ଲକ୍ଷ), ମହେଶ ଥିକ୍ସାନା (୭୦ ଲକ୍ଷ), ସିମରଜିତ୍ ସିଂହ (୨୦ ଲକ୍ଷ), ଆଦାମ୍ ମିନ୍ଲେ (୧.୯ କୋଟି), ମୁକେଶ ଚୌଧୁରୀ (୨୦ ଲକ୍ଷ), ଡ୍ୱେନ୍ ବ୍ରାଭୋ (୪.୪ କୋଟି) ଶିଭମ୍ ଦୁବେ (୪ କୋଟି), ରାଜବର୍ଦ୍ଧନ ହଙ୍ଗର୍ଗେକର୍ (୧.୫ କୋଟି), ଡ୍ୱାଇନ୍ ପ୍ରିଟୋରିୟସ୍ (୫୦ ଲକ୍ଷ), ମିଚେଲ୍ ସ୍ୟାଣ୍ଟନର୍ (୧.୯ କୋଟି), ପ୍ରଶାନ୍ତ ସୋଲାଙ୍କି (୧.୨୦ କୋଟି), କ୍ରିସ୍ ଜୋର୍ଡାନ୍ (୩.୬ କୋଟି) ।
ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ରିଟେନ୍ ଖେଳାଳି: ବିରାଟ କୋହଲି (୧୫ କୋଟି), ଗ୍ଲେନ୍ ମ୍ୟାକ୍ସୱେଲ୍ (୧୧ କୋଟି), ମହମ୍ମଦ ସିରାଜ୍ (୭ କୋଟି) ।
ଫାପ୍ ଡୁପ୍ଲେସିସ୍ (୭ କୋଟି), ଦିନେଶ କାର୍ତ୍ତିକ (୫.୫ କୋଟି), ଅନୁଜ ରାୱତ୍ (୩.୪ କୋଟି), ଫିନ୍ ଆଲେନ୍ (୮୦ ଲକ୍ଷ), ଆକାଶ ଦୀପ (୨୦ ଲକ୍ଷ), ଜୋଶ୍ ହେଜଲ୍ଉଡ୍ (୭.୭୫ କୋଟି), ଜେସନ୍ ବେହରେନ୍ଡ୍ରଫ୍ (୭୫ ଲକ୍ଷ), ଚମା ମିଲିନ୍ଦ (୨୫ ଲକ୍ଷ), କର୍ଣ୍ଣ ଶର୍ମା (୫୦ ଲକ୍ଷ), ହର୍ଷଲ୍ ପଟେଲ୍ (୧୦.୭୫ କୋଟି), ୱାନିନ୍ଦୁ ହସରଙ୍ଗା (୧୦.୭୫ କୋଟି), ଶାହବାଜ୍ ଅହମ୍ମଦ (୨.୪ କୋଟି), ମହିପାଲ୍ ଲୋମ୍ରର୍ (୯୫ ଲକ୍ଷ), ଶେର୍ଫେନ୍ ରଦରଫୋର୍ଡ (୧ କୋଟି), ସୁୟାଶ ପ୍ରଭୁଦେଶାଇ (୩୦ ଲକ୍ଷ), ଅନୀଶ୍ୱର ଗୌତମ (୨୦ ଲକ୍ଷ) ।
କୋଲ୍କାତା ନାଇଟ୍ ରାଇଡର୍ସ
ରିଟେନ୍ ଖେଳାଳି: ଆନ୍ଦ୍ରେ ରସେଲ୍ (୧୨ କୋଟି), ବରୁଣ ସିଭି (୮ କୋଟି), ଭେଙ୍କଟେଶ ଆୟର୍ (୮ କୋଟି), ସୁନୀଲ୍ ନରେନ୍ (୬ କୋଟି) ।
ଶ୍ରେୟସ୍ ଆୟର (୧୨.୨୫ କୋଟି), ଶେଲ୍ଡନ୍ ଜ୍ୟାକ୍ସନ୍ (୬୦ ଲକ୍ଷ), ଆଜିଙ୍କ୍ୟ ରାହାଣେ (୧ କୋଟି), ରିଙ୍କୁ ସିଂହ (୫୫ ଲକ୍ଷ), ବାବା ଇନ୍ଦ୍ରଜିତ୍ (୨୦ ଲକ୍ଷ), ଅଭିଜିତ୍ ତୋମର୍ (୪୦ ଲକ୍ଷ), ସାମ୍ ବିଲିଙ୍ଗ୍ସ (୨ କୋଟି), ରସିଖ୍ ଦର (୨୦ ଲକ୍ଷ), ଅଶୋକ ଶର୍ମା (୫୫ ଲକ୍ଷ), ପ୍ୟାଟ୍ କମିନ୍ସ (୭.୨୫ କୋଟି), ନୀତିଶ ରାଣା (୮ କୋଟି), ଶିଭମ୍ ମାଭି (୭.୨୫ କୋଟି), ଅନୁକୁଳ ରୟ (୨୦ ଲକ୍ଷ), ଚାମିକା କରୁଣାରତ୍ନେ (୫୦ ଲକ୍ଷ), ପ୍ରଥମ ସିଂହ (୨୦ ଲକ୍ଷ) ।
ମୁମ୍ବାଇ ଇଣ୍ଡିଆନ୍ସ
ରିଟେନ୍ ଖେଳାଳି: ରୋହିତ ଶର୍ମା (୧୬ କୋଟି), ଜସ୍ପ୍ରୀତ୍ ବୁମ୍ରା (୧୨ କୋଟି), ସୂର୍ଯ୍ୟ କୁମାର ଯାଦବ (୮ କୋଟି), କାଇରନ୍ ପୋଲାର୍ଡ (୬ କୋଟି) ।
ଈଶାନ୍ କିଶନ୍ (୧୫.୨୫ କୋଟି), ଦେୱାଲ୍ସ ବ୍ରେଭିସ୍ (୩ କୋଟି), ଅନ୍ମୋଲପ୍ରୀତ୍ ସିଂ (୨୦ ଲକ୍ଷ), ବାସିଲ୍ ଥାମ୍ପି (୩୦ ଲକ୍ଷ), ମୁରୁଗାନ୍ ଅଶ୍ୱିନ୍ (୧.୬୦ କୋଟି), ଜୟଦେବ ଉନାଦ୍କତ୍ (୧.୩୦ କୋଟି), ମୟଙ୍କ ମାର୍କଣ୍ଡେ (୬୫ ଲକ୍ଷ), ଟାଇମଲ୍ ମିଲ୍ସ (୧.୫ କୋଟି), ରିଲି ମେରେଡିଥ୍ (୧ କୋଟି), ଏନ୍ ତିଲକ ବର୍ମା (୧.୭ କୋଟି), ସଞ୍ଜୟ ଯାଦବ (୫୦ ଲକ୍ଷ), ଜୋଫ୍ରା ଆର୍ଚର୍ (୮ କୋଟି), ଦାନିଏଲ୍ ସାମ୍ସ (୨.୬ କୋଟି), ଟିମ୍ ଡେଭିଡ୍ (୮.୨୫ କୋଟି), ମହମ୍ମଦ ଅର୍ଶାଦ୍ ଖାନ୍ (୨୦ ଲକ୍ଷ) ।
ରାଜସ୍ଥାନ ରୟାଲ୍ସ
ରିଟେନ୍ ଖେଳାଳି: ସଞ୍ଜ ସାମ୍ସନ୍ (୧୪ କୋଟି), ଜୋସ୍ ବଟ୍ଲର୍ (୧୦ କୋଟି), ୟଶସ୍ୱୀ ଜୟସ୍ୱାଲ୍ (୪ କୋଟି) ।
ଶିମରନ୍ ହେଟ୍ମେୟର୍ (୮.୫ କୋଟି), ଦେବଦତ୍ତ ପାଡିକଲ୍ (୭.୭୫ କୋଟି), ଟ୍ରେଣ୍ଟ୍ ବୋଲ୍ଟ (୮ କୋଟି), ପ୍ରସିଦ୍ଧ କ୍ରିଷ୍ଣା (୧୦ କୋଟି), ୟୁଜ୍ବେନ୍ଦ୍ର ଚହଲ୍ (୬.୫ କୋଟି), କେସି କାରିଆପ୍ପା (୩୦ ଲକ୍ଷ), ନବଦୀପ ସାଇନି (୨.୬ କୋଟି), ଓବେ ମାକ୍ଜୟ (୭୫ ଲକ୍ଷ), କୁଲଦୀପ୍ ସେନ୍ (୨୦ ଲକ୍ଷ), ରବିଚନ୍ଦ୍ରନ୍ ଅଶ୍ୱିନ (୫ କୋଟି), ରିୟାନ୍ ପରାଗ୍ (୩.୮ କୋଟି), ଅନୁନୟ ସିଂହ (୨୦ ଲକ୍ଷ) ।
ପଞ୍ଜାବ କିଙ୍ଗ୍ସ
ରିଟେନ୍ ଖେଳାଳି: ମୟଙ୍କ ଅଗରୱାଲ୍ (୧୪ କୋଟି), ଅର୍ଶଦୀପ୍ ସିଂହ (୪ କୋଟି) ।
ଶିଖର ଧୱନ୍ (୮.୨୫ କୋଟି), ଜନ୍ନି ବେୟାର୍ଷ୍ଟୋ (୬.୭୫ କୋଟି), ପ୍ରଭସିମରନ୍ ସିଂ (୬୦ ଲକ୍ଷ), ଜିତେଶ ଶର୍ମା (୨୦ ଲକ୍ଷ), କାଗିସୋ ରବାଡା (୯.୨୫ କୋଟି), ରାହୁଲ ଚହର୍ (୫.୨୫ କୋଟି), ଇଶାନ୍ ପୋରେଲ୍ (୨୫ ଲକ୍ଷ), ସନ୍ଦୀପ ଶର୍ମା (୫୦ ଲକ୍ଷ), ବୈଭବ ଆରୋରା (୨ କୋଟି), ଶାହରୁଖ୍ ଖାନ୍ (୯ କୋଟି), ହରପ୍ରୀତ୍ ବ୍ରାର୍ (୩.୮ କୋଟି), ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ (୧୧.୫ କୋଟି), ଓଡେନ୍ ସ୍ମିଥ୍ (୬ କୋଟି), ରାଜ୍ ଅଙ୍ଗଦ ବାୱା (୨ କୋଟି), ଋଷି ଧୱନ୍ (୫୫ ଲକ୍ଷ), ପ୍ରେରକ ମଙ୍କଡ଼ (୨୦ ଲକ୍ଷ), ଋତିକ୍ ଚାଟାର୍ଜୀ (୨୦ ଲକ୍ଷ), ବଲ୍ତେଜ୍ ଧଣ୍ଡା (୨୦ ଲକ୍ଷ), ଅଂଶ ପଟେଲ୍ (୨୦ ଲକ୍ଷ) ।
ସନ୍ରାଇଜର୍ସ ହାଇଦ୍ରାବାଦ
ରିଟେନ୍ ଖେଳାଳି: କେନ୍ ୱିଲିୟମ୍ସନ୍ (୧୪ କୋଟି), ଅବ୍ଦୁଲ୍ ସମଦ (୪ କୋଟି), ଉମ୍ରାନ୍ ମଲିକ୍ (୪ କୋଟି) ।
ନିକୋଲାସ୍ ପୂରନ୍ (୧୦.୭୫ କୋଟି), ପ୍ରିୟମ୍ ଗର୍ଗ (୨୦ ଲକ୍ଷ), ରାହୁଲ ତ୍ରିପାଠୀ (୮.୫ କୋଟି), ଆଇଦେନ୍ ମାର୍କରମ୍ (୨.୬ କୋଟି), ଆର୍ ସମର୍ଥ (୨୦ ଲକ୍ଷ), ବିଷ୍ଣୁ ବିନୋଦ (୫୦ ଲକ୍ଷ), ଟି ନଟରାଜନ୍ (୪ କୋଟି), ଭୁବନେଶ୍ୱର କୁମାର ୪.୨ କୋଟି), କାର୍ତ୍ତିକ ତ୍ୟାଗୀ (୪ କୋଟି), ଶ୍ରେୟସ୍ ଗୋପାଳ (୭୫ ଲକ୍ଷ), ଜେ ସୁଚିତ୍ (୨୦ ଲକ୍ଷ), ୱାଶିଂଟନ୍ ସୁନ୍ଦର (୮.୭୫ କୋଟି), ଅଭିଷେକ ଶର୍ମା (୬.୫ କୋଟି), ମାର୍କୋ ଜାନ୍ସେନ୍ (୪.୨ କୋଟି), ରୋମାରିଓ ଶେଫର୍ଡ (୭.୭୫ କୋଟି), ସିମ୍ ଆବୋଟ୍ (୨.୪ କୋଟି), ଶଶାଙ୍କ ସିଂହ (୨୦ ଲକ୍ଷ), ସୌରଭ ଦୁବେ (୨୦ ଲକ୍ଷ) ।
ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ
ଡ୍ରାଫ୍ଟ ଖେଳାଳି: କେଏଲ୍ ରାହୁଲ (୧୭ କୋଟି), ମାର୍କସ୍ ଷ୍ଟୋଇନିସ୍ (୯.୨ କୋଟି), ରବି ବିଷ୍ନୋଇ (୪ କୋଟି) ।
କ୍ୱିଣ୍ଟନ୍ ଡିକକ୍ (୬.୭୫ କୋଟି), ମନୀଷ ପାଣ୍ଡେ (୪.୬ କୋଟି), ମନନ୍ ଭୋରା (୨୦ ଲକ୍ଷ), ମାର୍କ ଉଡ୍ (୭.୫ କୋଟି), ଅଭେଶ୍ ଖାନ୍ (୧୦ କୋଟି), ଅଙ୍କିତ୍ ରାଜପୁତ୍ (୫୦ ଲକ୍ଷ), ଦୁଷ୍ମନ୍ତ ଚମିରା (୨ କୋଟି), ଶାହବାଜ୍ ନଦୀମ୍ (୫୦ ଲକ୍ଷ), ମହସିନ୍ ଖାନ୍ (୨୦ ଲକ୍ଷ), ଜେସନ୍ ହେଲ୍ଡର୍ (୮.୭୫ କୋଟି), ଦୀପକ ହୁଡ୍ଡା (୫.୭୫ କୋଟି), କୃଣାଳ ପାଣ୍ଡ୍ୟା (୮.୨୫ କୋଟି), କେ ଗୌତମ (୯୦ ଲକ୍ଷ), ଆୟୂଶ ବଦୋନି (୨୦ ଲକ୍ଷ), କାଇଲ୍ ମେୟର୍ସ (୫୦ ଲକ୍ଷ), କରନ୍ ଶର୍ମା (୨୦ ଲକ୍ଷ)।
ଗୁଜରାଟ ଟାଇଟାନ୍ସ
ଡ୍ରାଫ୍ଟ ଖେଳାଳି: ହାର୍ଦ୍ଦିକ ପାଣ୍ଡ୍ୟା (୧୫ କୋଟି), ରଶିଦ୍ ଖାନ୍ (୧୫ କୋଟି), ଶୁବମନ୍ ଗିଲ୍ (୮ କୋଟି) ।
ଜାସନ୍ ରୟ (୨ କୋଟି), ଅଭିନବ ସଦରଙ୍ଗାନି (୨.୬ କୋଟି), ଡେଭିଡ୍ ମିଲର୍ (୩ କୋଟି), ରିଦ୍ଧିମାନ୍ ସାହା (୧.୯ କୋଟି), ମାଥ୍ୟୁ ୱେଡ୍ (୨.୪ କୋଟି), ମହମ୍ମଦ ଶମୀ (୬.୨୫ କୋଟି), ଲକି ଫର୍ଗୁସନ୍ (୧୦ କୋଟି), ନୁର୍ ଅହମ୍ମଦ (୩୦ ଲକ୍ଷ), ଆର୍ ସାଇ କିଶୋର (୩ କୋଟି), ୟଶ୍ ଦୟାଲ୍ (୩.୨ କୋଟି), ଆଲ୍ଜାରୀ ଜୋସେଫ୍ (୨.୪ କୋଟି), ପ୍ରଦୀପ ସାଙ୍ଗୱାନ୍ (୨୦ ଲକ୍ଷ), ରାହୁଲ ଟେୱଟିଆ (୯ କୋଟି), ଡୋମିନିକ ଡ୍ରେକ୍ସ (୧.୧ କୋଟି), ଜୟନ୍ତ ଯାଦବ (୧.୭ କୋଟି), ବିଜୟ ଶଙ୍କର (୧.୪ କୋଟି), ଦର୍ଶନ୍ ନାଲ୍କାଣ୍ଡେ (୨୦ ଲକ୍ଷ) ।