ଗାୟକ ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀଙ୍କୁ କରୋନା

ମୁମ୍ବାଇ: ଗାୟକ ତଥା ଉପସ୍ଥାପକ ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଆଦିତ୍ୟ ଇନଷ୍ଟାଗ୍ରାମରେ ସୂଚନା ପ୍ରଦାନ କରିଛନ୍ତି। ଏବେ ଉଭୟ ହୋମ୍ କ୍ୱାରେଣ୍ଟାଇନରେ ଥିବାବେଳେ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଫ୍ୟାନଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ, ଆଦିତ୍ୟ ‘ଇଣ୍ଡିଆନ ଆଇଡୋଲ ୧୨’ ଉପସ୍ଥାପନା କରୁଥିବାବେଳେ ଏଥର ଏହି ଦାୟିତ୍ୱ ଜୟ ଭାନୁଶାଲୀ ନିର୍ବାହ କରିଛନ୍ତି।