କାଲି ଠାରୁ ରାଜଧାନୀରେ ଅଡ୍-ଇଭିନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନାକୁ ରୋକିବା ପାଇଁ ରାଜଧାନୀରେ କାଲି ଠାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅଡ୍-ଇଭିନ୍ କଟକଣା ଲାଗୁ । ବସ୍, ଟ୍ୟାକ୍ସି, ଅଟୋରିକ୍ସା ଭଳି ପବ୍ଲିକ ଟ୍ରାନ୍ସପୋର୍ଟରେ କଟକଣା ଲାଗୁ। ଅଡ୍ ଦିନରେ ଅଡ୍ ନମ୍ବର, ଇଭିନ୍ ଦିନରେ ଇଭିନ୍ ନମ୍ବର ଗାଡ଼ି ଚାଲିବ। ଘରୋଇ, ହସ୍ପିଟାଲ,ଜୁରୁରୀ ସେବା ଗାଡ଼ି ଉପରେ କଟକଣା ନାହିଁ।