କାଲି ଠାରୁ ରାଜଧାନୀରେ ଅଡ୍-ଇଭିନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନାକୁ ରୋକିବା ପାଇଁ ରାଜଧାନୀରେ କାଲି ଠାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅଡ୍-ଇଭିନ୍ କଟକଣା ଲାଗୁ । ବସ୍, ଟ୍ୟାକ୍ସି, ଅଟୋରିକ୍ସା ଭଳି ପବ୍ଲିକ ଟ୍ରାନ୍ସପୋର୍ଟରେ କଟକଣା ଲାଗୁ। ଅଡ୍ ଦିନରେ ଅଡ୍ ନମ୍ବର, ଇଭିନ୍ ଦିନରେ ଇଭିନ୍ ନମ୍ବର ଗାଡ଼ି ଚାଲିବ। ଘରୋଇ, ହସ୍ପିଟାଲ,ଜୁରୁରୀ ସେବା ଗାଡ଼ି ଉପରେ କଟକଣା ନାହିଁ।

Comments are closed, but trackbacks and pingbacks are open.