ଗୁରୁଦିବସ ଅବସରରେ ପଦ୍ମଶ୍ରୀ ସୁଦର୍ଶନଙ୍କ ଦ୍ୱାରା ବାଲୁକା କଳାକୃତି

ଆଜି ଦେଶସାରା ପ୍ରତ୍ୟେକ ସ୍ଥାନରେ ଗୁରୁଦିବସ ପାଳନ ହେଉଥିବାବେଳେ ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମଦିବସକୁ ମନେପକାଇବା ପାଇଁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା କଳାକୃତି ପ୍ରସ୍ତୁତ କରିଛନ୍ତି। ଏଥିରେ ସେ ଶିକ୍ଷକର ଶିକ୍ଷାଦାନ ଶୈଳୀ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହି କଳାକୃତିଟି ଜଣେ ଉତ୍ତମ ଶିକ୍ଷକ ଦୃଦୟରୁ ପାଠ ପଢ଼ାଏ ନା’କି ବହି ଦେଖି ବୋଲି ବାର୍ତ୍ତା ବହନ କରିଛି।