ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ଭ୍ୟାକ୍ସିନ କୋଭାକ୍ସିନକୁ ଅଷ୍ଟ୍ରେଲିଆ ପରେ ଆଉ ୫ ଦେଶ ମାନ୍ୟତା ପ୍ରଦାନ କରିଛନ୍ତି। ଏଷ୍ଟୋନିୟା, କିର୍ଗୀସ୍ତାନ, ଷ୍ଟେଟ ଅପ୍ ଫିଲିସ୍ତିନ, ମୋରୀଶସ ଓ ମୋଙ୍ଗଲିୟା ଭାରତର ଭ୍ୟାକ୍ସିନେସନ ସାର୍ଟିଫିକେଟକୁ ମାନ୍ୟତା ପ୍ରଦାନ କରିବାକୁ ନେଇ ନିଷ୍ପତ୍ତି ନେଇଛନ୍ତି। ଏନେଇ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ ସୂଚନା ପ୍ରଦାନ କରିଛନ୍ତି।