ଭୁବନେଶ୍ୱର,ଏନ୍ଏନ୍ଏସ୍: ଅକ୍ଟୋବର ୧ରୁ ଗାଡ଼ିର ପ୍ରଦୂଷଣ ଯାଞ୍ଚ ନ ହୋଇ ଡିସେମ୍ବର ୧ରୁ ଯାଞ୍ଚ ହେବ। ଏ ନେଇ ରଜ୍ୟ ପରିବହନ ନିଗମ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ନୂତନ ଟ୍ରାଫିକ ନିୟମରେ ୩ମାସ କୋହଳ କରାଯାଇଛି।
As declared by Hon'ble CM, vehicle owners are advised to ready their documents including PUC certificate by end of Nov, 2019. From 1st Oct, 2019 issue of manual PUC certificate will stop & vehicle owners will get it online from PUC vendor. View your PUC validity in mParivahan app pic.twitter.com/oH51sx5Axy
— STA Odisha (@STAOdisha) September 24, 2019