ବ୍ରହ୍ମପୁର,ଏନ୍ଏନ୍ଏସ୍: ଜେଇଇ ପରୀକ୍ଷାର୍ଥୀ ପାଇଁ ଗଞ୍ଜାମ ଜିଲ୍ଲାରୁ ଭୁବନେଶ୍ୱକୁ ବସ୍ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।
Ganjam district administration will arrange bus from ITI Berhampur to BBSR for JEE exam. Bus will leave from ITI at 12.30 PM on 31st August. For availing benefit call Nodal officer on 094382 93909 till 30th August evening 8 PM.@CMO_Odisha
— Collector & District Magistrate, Ganjam (@Ganjam_Admin) August 30, 2020