ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ପାଇଁ ଖୁସିର ଖବର। ରାଜ୍ୟରେ ଆଉ ୧୭୮୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ଆରୋଗ୍ୟଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୪୮୦୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଆଜି ଗଞ୍ଜାମରେ ସର୍ବାଧିକ ୪୦୪ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରେ ୨୬୩ ସୁସ୍ଥ ହୋଇଛନ୍ତି।
Another 1785 #COVID19 patients have recovered and are being discharged on 11.8.2020
404 from Ganjam
263 from Khurdha
126 from Cuttack
126 from Sambalpur
101 from Keonjhar
91 from Malkangiri
84 from Kandhamal
81 from Rayagada
80 from Gajapati
60 from Dhenkanal— H & FW Dept Odisha (@HFWOdisha) August 11, 2020
ସେହିପରି କଟକ ଓ ସମ୍ବଲପୁରରୁ ୧୨୬ଜଣ ଲେଖାଏଁ, କେନ୍ଦୁଝର ୧୦୧, ମାଲକାନଗିରି ୯୧, କନ୍ଧମାଳ ୮୪, ରାୟଗଡ଼ା ୮୧, ଢ଼େଙ୍କାନଳ ୬୦, ମୟୂରଭଞ୍ଜ ୫୦, ଯାଜପୁର ୪୯, କଳାହାଣ୍ଡି ୪୮, ବାଲେଶ୍ୱର ୩୨, ନୟାଗଡ଼ ୩୧, ସୁନ୍ଦରଗଡ଼ ୩୦, ଭଦ୍ରକ ୨୮, କେନ୍ଦ୍ରାପଡ଼ା ୨୪, ପୁରୀ ୨୨, ବରଗଡ଼ ୧୦, ନୂଆପଡ଼ା ୧୦, ନବରଙ୍ଗପୁର ୮, ଜଗତସିଂହପୁର ୭, କୋରାପୁଟ ୭, ବଲାଙ୍ଗିର ୫, ବୌଦ୍ଧ ୪, ଝାରସୁଗୁଡ଼ା ୩ ଓ ଦେବଗଡ଼ରୁ ଜଣେ ସୁସ୍ଥ ହୋଇଛନ୍ତି।
50 from Mayurbhanj
49 from Jajpur
48 from Kalahandi
32 from Balasore
31 from Nayagarh
30 from Sundergarh
28 from Bhadrak
24 from Kendrapara
22 from Puri
10 from Baragarh
10 from Nuapada
8 from Nabarangpur
7 each from Jagatsinghpur & Koraput— H & FW Dept Odisha (@HFWOdisha) August 11, 2020
5 from Bolangir
4 from Boudh
3 from Jharsuguda
1 from DeogarhThe total recovered cases of Odisha now stand at 34805
— H & FW Dept Odisha (@HFWOdisha) August 11, 2020