ଆଜି ସାଧାରଣତନ୍ତ୍ର ଦିବସ, ପତାକା ତଳେ ସଭିଏଁ ଏକାଠି

ଭୁବନେଶ୍ୱର,ଏନ୍ଏନ୍ଏସ୍: ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୁବନେଶ୍ୱର ଗାନ୍ଧୀମାର୍ଗରେ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଓଡ଼ିଶାକୁ ଦେଶର ଏକ ସମୃଦ୍ଧ ଏବଂ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ଶପଥ ନେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆହ୍ୱାନ ଜଣାଇଛନ୍ତି। ଏଥିରେ ପ୍ରଥମ ଥର ପାଇଁ ବିଶେଷ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଏବଂ ସବୁ ବର୍ଗର କଲ୍ୟାଣ ପାଇଁ ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି।

ଜାତୀୟ ପତାକା ଉତୋଳନ ଓ ପ୍ୟାରେଡ୍ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପତାକା ଉତୋଳନ କରି ଅଭିବାଦନ କରାଯାଇଥିଲା। ପ୍ରଥମ ଥର କରି ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ ତଥା ଶାସନ ସଚିବ, ସଂଜୟ କୁମାର ସିଂ ଭାରପ୍ରାପ୍ତ ଡିସିପି (ଟ୍ରାଫିକ୍) ସାଗରିକା ନାଥ ଦେବା ପରେ ପରେଡ୍ କମାଣ୍ଡର ଭାବେ ମୁଖ୍ୟ ଅତିଥିଙ୍କ ଅନୁମତି ନେଇ ମାର୍ଚ୍ଚପାଷ୍ଟ କରିବା ପାଇଁ ସେ ନିର୍ଦ୍ଦେଶ େ କୁମାର ପାଢୀ, ଓ.ଏ.ପି.ଏସ୍. ଏସିପି. ଅଫିସର ଶ୍ରୀ ରଶ୍ମିରଂଜନ ଜେନା ସ୍ୱତନ୍ତ୍ର ଅଧିକାରୀ ଭାବେ ପରେଡ୍ ପରିଚାଳନାରେ ସହଯୋଗ କରିଥିଲେ।

ରାଜ୍ୟସ୍ତରୀୟ ଆକର୍ଷଣୀୟ ପରେଡ୍ରେ ବାଟାଲିୟନ, କଳିଙ୍ଗ ଏନକ୍ଲେଭ, ଭୁବନେଶ୍ୱର(ୟନିଫର୍ମ), କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବାହିନୀ, ରେଳବାଇ ସୁରକ୍ଷା ବାହିନୀ, ଇଣ୍ଡିଆନ୍ ରିଜର୍ଭ/ସ୍ପେସିଆଲ୍ ରିଜର୍ଭ ପ୍ଲାଟ ଏସ୍,ଏସ୍. ବାଟାଲିୟନ୍, ଏ.କେ.୪୭, ଭୁବନେଶ୍ୱର, ଏସ୍.ଓ.ଜି. ଚନ୍ଦକା, ଭୁବନେଶ୍ୱର, ରାଜ୍ୟ ପୋଲିସ୍ ବ୍ରାସବ୍ରାଣ୍ଡ ଓ.ଏସ୍.ଏ.ପି. ୬ଷ୍ଠ ବାଟାଲିୟନ, ଭୁବନେଶ୍ୱର, ଓଡିଶା ତ୍ୱରିତ କାର୍ଯ୍ୟବଳ ରାଜ୍ୟ ପୋଲିସ୍, ପୋଲିସ୍, ଓଡିଶା ରାଜ୍ୟ ପୋଲିସ୍, ବ୍ୟାଣ୍ଡ, ଗୃହରକ୍ଷୀ(ପୁରୁଷ), ବେସାମରିକ ପ୍ରତିରକ୍ଷା( ବରିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ, ପଦାତିକ ବାହିନୀ( ଜାତୀୟ ସମର ଶିକ୍ଷାର୍ଥୀ, ବାୟୁ ବାହିନୀ( ଜାତୀୟ ସମର ଶିକ୍ଷାର୍ଥୀ, ପଦାତିକ ବାହିନୀ( ବ୍ୟାଣ୍ଡ (ଅଣ ସମର ଶିକ୍ଷାର୍ଥୀ ବାହିନୀ ପୋଖରୀପୁଟ(ବାଳକ ଓ ବାଳିକା), ସ୍କାଉଟ୍ ଓ ଗାଇଡ୍ ରେଞ୍ଜର (କଲେଜ ବାଳିକା), ଗାଇଡ୍, କନଷ୍ଠି ସ୍କାଉଟ (ବାଳକ), ଭାରତ ସ୍କାଉଟ୍ ଓ ଗାଇଡ୍ କନିଷ୍ଠ ଗା ବିଦ୍ୟାଳୟ,ଚନ୍ଦ୍ରଶେଖରପୁର( ପାଇପ ବ୍ୟାଣ୍ଡ (ବେସାମରିକ), ସେଣ୍ଟ ଜାଭିୟର ବାଳିକା ହାଇସ୍କୁଲ, ଖଣ୍ଡଗିର ଆମ୍ବୁଲାନ୍ସ , ଓଡିଶା ରାଜ୍ୟ କେନ୍ଦ୍ର(ବାଳକ), ଡି.ଏମ୍.ସ୍କୁଲ, ଆଂଚଳିକ ପ୍ରତିଷ୍ଠାନ, ଭୁବନେଶ୍ୱର(ବାଳକ) ଅଂଶଗ୍ରହଣ କରିଥିଲୋ

ପୋଲିସ୍ ବ୍ୟାଣ୍ଡ ପକ୍ଷରୁ ଜାତୀୟ ସଂଗୀତ ପରିବେଷଣ କରି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉତ୍ସବରେ ଯୋଗଦାନ କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ କୁମାର ତ୍ରିପାଠୀ, ସ୍ୱରାଷ୍ଟ୍ର ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ଆରକ୍ଷୀ ମହା ନିର୍ଦ୍ଦେଶକ ଶ୍ରୀ ଅଭୟ, ସୂଚନା ଓ ଲୋକ ସଂପକ ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ରାଜ୍ୟପାଳ ଉପସ୍ଥିତ ଥିଲେ। ଡିସିପି (ଟ୍ରାଫିକ୍) ମିସ୍ ସାଗରିକା ନାଥ ପରେଡ୍ ପରିଚାଳନା କରିଥିଲେ। ପରେଡ୍ କ୍ୱାମିନାରା ଓ ଜୟହିନ୍ଦ ଧ୍ୱନି ବା ପରେ ପରେଡ୍ କମାଣ୍ଡର ଭାବେ ମୁଖ୍ୟ ଅତିଥିଙ୍କ ଅନୁମତି ନେଇ ପରେଡ୍ରେ ଅଂଶଗ୍ରହଣ କରିଥିବା ବିଭିନ୍ନ ନିର୍ଦ୍ଦେଶ ଦେଇଥିଲେ।