ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଜୁନ୍ ପହିଲା ଠାରୁ ସାରା ଦେଶରେ ଲାଗୁହେବ ୱାନ୍ ନେସନ ୱାନ୍ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହେବ। ଏ ନେଇ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶୱାନ ସୂଚନା ଦେଇଛନ୍ତି। ଏହି ଯୋଜନା ଦ୍ୱାର ହିତାଧିକାରୀମାନେ ଯେକୌଣସି ସ୍ଥାନରେ ଥାଇବି ଏହାର ସୁବିଧା ନେଇପାରିବେ। ଏପରିକି ରାଜ୍ୟ ବାହାରେ ଥାଇବି ସେହି କାର୍ଡରେ ରାସନ ଉଠାଇପାରିବେ ହିତାଧିକାରୀ ବୋଲି କହିଛନ୍ତି।
ସେହିପରି ଜାନୁଆରୀ ୧ରେ ୧୨ଟି ରାଜ୍ୟରେ ଏହି ଯୋଜନା ଲାଗୁ ହୋଇସାରିଥିବା ଜଣାପଡ଼ିଛି।