ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୫ଟି ସଚିବ ଭି କେ ପଣ୍ଡିଆନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍ : ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ପହଂଚିଛନ୍ତି ୫ଟି ସଚିବ ଭି କେ ପଣ୍ଡିଆନ। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱାସ୍ଥ ବିଭାଗର ଯୁଗ୍ମ ସଚିବ ପୁନମ ତାପସ ଗୁହା। ଝାରସୁଗୁଡ଼ା ହସ୍ପିଟାଲକୁ ଅଚାନକ ପରିଦର୍ଶନ କରି ରୋଗୀମାନଙ୍କ ସ୍ୱାସ୍ଥ୍ୟବ୍ୟବସ୍ତା ବୁଝିବା ସହ ଲୋକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।