ବାଲିଗୁଡା,ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଜରିଘାଟି ପାଖରେ ଏକ ୪୦୭ମିନିଟ୍ରକ ଭାର ସାମ୍ୟ ହରାଇ ଏକ ଗଛରେ ପିଟି ହେବା ପରେ ଏକ ପୋଲରେ ପିଟି ହୋଇଛି । ଡ୍ରାଇଭର ଓ ଯାତ୍ରୀ ଗୁରୁତର ଆହାତ ହୋଇଛନ୍ତି। ସମସ୍ତଙ୍କୁ ତୁମୁଡ଼ିବନ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଜାରି ରଖଛନ୍ତି