ନୂଆଦିଲ୍ଲୀ,ଏଜେନ୍ସି: ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ହଟଗୋଳକୁ ନେଇ ସୋମବାର ସଂସଦରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୃହକୁ ୧୨ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି। ସୂଚନା ଅନୁସାରେ ମହାରାଷ୍ଟ୍ର ରାଜନୈତିକ ମାମଲାକୁ ନେଇ ସଦନ କମ୍ପିଛି।
ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଏବଂ ହଟ୍ଟଗୋଳ ଯୋଗୁ ସମ୍ମାନୀୟ ସ୍ପିକର ଓମ ବିର୍ଲା ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଦୀ ପ୍ରଶ୍ନ କରିବାକୁ ମନା କରିଦେଇଛନ୍ତି।