ଅତୁଲ କୁର୍ଲେକରଙ୍କ ବଜେଟ୍ ପ୍ରତିକ୍ରିୟା

ଏହା ପ୍ରକୃତରେ ଏକ ଚମତ୍କାର ବଜେଟ୍ ଏବଂ ଏହାର ବ୍ୟାପକ ଦୀର୍ଘକାଳୀନ ପ୍ରଭାବ
ରହିଛି। ମଧ୍ୟବିତ୍ତ ପରିବାରଗୁଡ଼ିକ ନିଶ୍ଚିତ ଭାବରେ ବଜେଟ୍ ମାଧ୍ୟମରେ ଲାଭବାନ
ହେବେ ଏବଂ ଆମେ ଏକ ଆର୍ଥୀକ ଦୃଷ୍ଟିରୁ ବହୁତ ସୁଦୃଢ଼ ଦେଶ ଆଡ଼କୁ ଅଗ୍ରସର
ହେଉଛୁ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ଦ୍ୱାରା ନିଆଯାଇଥିବା
ଏପ୍ରକାର ଏକ ସାହସୀ ପଦକ୍ଷେପକୁ ଆମେ ପ୍ରଶଂସା କରୁଛୁ।

ଅତୁଲ କୁର୍ଲେକର
(ଆସୋସିଏଟ୍ ଭାଇସ୍ ପ୍ରେସିଡେଣ୍ଟ-ବିଜନେସ୍‌)
ଲୋଡେଷ୍ଟର