ଦିନକ ପାଇଁ ବଢ଼ିଲା ବାଲିଯାତ୍ରା ରାଜ୍ୟ By nitidin1 On Dec 4, 2023 Share କଟକ,ଏନ୍ଏନ୍ଏସ୍: କଟକ ଐତିହାସିବ ବାଲିଯାତ୍ରା ଆଉ ଦିନକ ପାଇଁ ବଢ଼ିଲା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ୪ ତାରିଖରେ ସରିବାର ଥିଲା । Share