ଭୁବନେଶ୍ୱର,ଏନ୍ଏନ୍ଏସ୍: ବ୍ଲକ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ‘ମୋ ବସ୍’ ଚାଲିବ । ଏନେଇ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି । ଲକ୍ଷ୍ମୀ ସ୍କିମ ଅନ୍ତର୍ଗତ ଗ୍ରାମାଞ୍ଚଳକୁ ଏହି ପରିବହନ ସୁବିଧା ଦିଆଯିବ । ପ୍ରଥମ ଫେଜରେ ପାଇଲଟ ପ୍ରୋଜେକ୍ଟରେ ୬ଟି ଜିଲ୍ଲାରେ ‘ମୋ ବସ୍’ ଚାଲିବ ବୋଲି ଜଣାପଡ଼ିଛି ।