ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଯୋଜକ ଅକ୍ଷୟ ପରିଜା ଆଜି ଇଡି ଅଫିସରେ ହାଜର ହୋଇଛନ୍ତି । ବ୍ଲାକମେଲିଂ, ହନିଟ୍ରାପ ଓ ଅର୍ଥ ମାମଲାକୁ ନେଇ ଇଡି ତାଙ୍କୁ ଜେରା କରିବ ।
ସୂଚନାଯୋଗ୍ୟ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ଅକ୍ଷୟ ପରିଜାଙ୍କୁ ସମନ କରିଥିଲା । ପୂର୍ବରୁ କୌଣସି କାରଣ ଦର୍ଶାଇ ସେ ହାଜର ହୋଇନଥିଲେ ।