ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ସହିଦ ଦେଶ- ବିଦେଶ By Nitidin On Apr 18, 2022 Share ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାର କାକାପୋରା ଅଞ୍ଚଳରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି । ଫଳରେ ଜଣେ ପୁଲିସ କର୍ମୀ ସହିଦ ହୋଇଥିବାବେଳେ ୨ଜଣ ଆହତ ହୋଇଛନ୍ତି । ଏହି ଆତଙ୍କବାଦୀ ଆକ୍ରମଣ କେନ୍ଦ୍ର ରେଳ ପୁଲିସ ବଳର ଚେକପୋଷ୍ଟରେ ହୋଇଥିବା ନେଇ ସୂଚନା ମିଳିଛି । Share