ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଗୁରୁବାର ଖାରବେଳ ନଗର ଥାନା ଅନ୍ତର୍ଗତ ହୋଟେଲ କେଶରୀ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଥିବା ଡ୍ରେନର ସ୍ଲାବ ଦବିଯିବାରୁ ଏକ ପାଣି ପ୍ୟାକେଟ ବୋଝେଇ ୧୨ ଚକିଆ ଲରି ଓଲଟି ପଡିଛି।ସୌଭାଗ୍ୟ ବଶତଃ ଗାଡି ମଧ୍ୟରୁ ଡ୍ରାଇଭର ଓ କ୍ଲିନର ବାହାରକୁ ଚାଲି ଆସିଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।