୯ ଜଣ ପୋଲିସ ଡିଏସପିଙ୍କୁ ଅତିରିକ୍ତ ଏସିପି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ୯ ଜଣ ପୋଲିସ ଡିଏସପିଙ୍କୁ ଅତିରିକ୍ତ ଏସିପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ସେମାନେ ହେଲେ ପ୍ରଦୀପ ଜାଲି, ମନୋରଂଜନ ପ୍ରଧାନ, ବିପିନ ବେହେରା, ପ୍ରମୋଦ ରଥ, ଇତିକାନ୍ତ ମହାପାତ୍ର, ସୟଦ ମୁଜିବୁର ରେହେମନ, ସୁଦାମ ସାହୁ, କିଶୋର ପାଣିଗ୍ରାହୀ ଓ ଜ୍ଞାନ ରଂଜନ ମହାପାତ୍ର । ଏହି ପଦନ୍ନୋତି ସମ୍ପର୍କରେ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି ।