ଭୀମସାରର ୯ ଡାକ୍ତର କରୋନାରେ ସଂକ୍ରମିତ

ସମ୍ବଲପୁର,ଏନ୍ଏନ୍ଏସ୍: ବୁର୍ଲା ଭୀମସାରର ମେଡିସିନ ବିଭାଗର ୯ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିପାଇଁ ମେଡିସିନ ବିଭାଗକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଏନେଇ ଭୀମସାର ନିର୍ଦ୍ଦେଶକ ଡାକ୍ତର ଲଳିତ କୁମାର ସୂଚନା ଦେଇଛନ୍ତି।