‘ୟାସ’ରେ ଜନ୍ମ ନେଲେ ୭୫୦ ଶିଶୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାତ୍ୟା ‘ୟାସ’ ସମୟରେ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାରେ ୭୫୦ ଶିଶୁ ଜନ୍ମ ହୋଇଛନ୍ତି। ପ୍ରଭାବିତ ଜିଲ୍ଲାର ୪,୫୫୫ ଗର୍ଭବତୀଙ୍କୁ ଆଗୁଆ ମେଡିକାଲ ନିଆଯାଇଥିଲା। ୨୪ ତାରିଖରେ ୨୧୦୭ ମେଡିକାଲରେ ଭର୍ତ୍ତି ହୋଇଥିଲେ। ୨୫ ଓ ୨୬ରେ ପ୍ରତିକୂଳ ପାଗରେ ୭୫୦ ଶିଶୁ ଜନ୍ମ ନେଇଥିବା ଜଣାପଡ଼ିଛି।