ମୟୂରଭଞ୍ଜରୁ ୬୫ ପଜିଟିଭ ଚିହ୍ନଟ ଜିଲ୍ଲା By Nitidin Last updated Nov 22, 2020 Share ବାରିପଦା,ଏନ୍ଏନ୍ଏସ୍: ମୟୁରଭଞ୍ଜ ଜିଲ୍ଲାରୁ ଆଜି ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨, ୮୫୧ରେ ପହଞ୍ଚିଛି। ପହଁଞ୍ଚିଛି। ସେହିପରି ୧୨, ୨୨୭ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ ୮୧ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। Share