ଆଇପିଏଲ ବିଡିଂ ପାଇଁ ଓଡ଼ିଶାର ୬ ଖେଳାଳିଙ୍କ ନାମ ସୁପାରିସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷ ଆଇପିଏଲରେ ବିଡିଂ ପାଇଁ ଓଡ଼ିଶାର ୬ ଜଣ ଖେଳାଳିଙ୍କ ନାଁକୁ ଓସିଏ ସୁପାରିସ କରିଛି। ସେମାନଙ୍କ ଭିତରେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ପପୁ ରାୟ, ରାଜେଶ ମହାନ୍ତି, ତାରିଣୀ ସ ଓ ଗୌରବ ଚୌଧୁରୀ ରହିଛନ୍ତି।