ପାଣ୍ଡିଆନଙ୍କୁ କାଳିମାଡ଼

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ୫ଟି ସଚିବ ଭି କେ ପାଣ୍ଡିଆନ ପୁରୀସ୍ଥିତ ସତ୍ୟବାଦୀରେ କାଳିମାଡ଼ର ଶିକାର ହୋଇଛନ୍ତି । ୟୁଜିଏସ କଲେଜରେ ଏକ ସଭାରେ ଯୋଗ ଦେବା ସୟରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ପାଣ୍ଡିଆନଙ୍କ ସହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ମଧ୍ୟ କାଳି ପଡ଼ିଛି । କାଳିମାଡ଼ କରିଥିବା ବ୍ୟକ୍ତିଙ୍କୁ କାବୁ କରିବାରେ ପୁଲିସ ସଫଳ ହୋଇଛି।