ରାଜ୍ୟରେ ସୁସ୍ଥ ହେଲେ ୫ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଗୋଟିଏ ଦିନରେ ରାଜ୍ୟରୁ ୧୫ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୪ ଜଣ ବାଲେଶ୍ୱରର ଓ ଜଷର ଯାଜପୁରର ଅଞ୍ଚଳର ଥିବା ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ରାଜ୍ୟରେ ମୋଟ ୬୮ ଜଣ କୋଭିଡ଼ ରୋଗୀ ସୁସ୍ଥ ହୋଇଛନ୍ତି।

ତେବେ ବାଲେଶ୍ୱରରେ ୧୮ଟି ଆକ୍ଟିଭ କେସ୍ ରହିଥିବା ବେଳେ ୯ ସୁସ୍ଥ ହୋଇଛନ୍ତି। ସେହିପରି ଯାଜପୁରରେ ବର୍ତ୍ତମାନ ୫୩ଟି ଆକ୍ଟିଭ କେସ ଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମଧ୍ୟ କରୋନା ଆକ୍ଟିଭ କେସ୍ ୨୧୮।