ମାଲାକନଗିରି ସୀମାରେ ଟଳିଲେ ୫ ମାଓବାଦୀ

ମାଲକାନଗିରିମାଲାକନଗିରି ସୀମାରେ ୫ମାଓବାଦୀ ନିହତ ହୋଇଛନ୍ତି । ବିଶାଖାପାଟଣା ଜିଲ୍ଲା ମାଡ଼ିକାମାଲୁ ଜଙ୍ଗଲରେ ଗୁଳିବିନିମୟ ଘଟିଥିଲା । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ସୀମାରେମାଡ଼ିକାମାଲୁ ଗାଁ ରହିଛି । ଗୁଳିବିନିମୟ ଫଳରେ ୫ ମାଓବାଦୀ ନିହତ ହୋଇଛନ୍ତି ।

ଆନ୍ଧ୍ର ଗ୍ରେହାଉଣ୍ଡର ସୁରକ୍ଷା ବଳ ନିଜର ସର୍ଚ୍ଚ  ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ୫ ମାଓବାଦୀ  ମୃତ୍ୟୁ ବରଣ କରିଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।