ରାଜ୍ୟରେ ଖୋଲିବ ୩ ଏନଡିଆରଏଫ୍ ସବସେଣ୍ଟର

ଭୁବନେଶ୍ୱର,ଏନ୍ଏନ୍ଏସ୍:ଓଡିଶାର ୩ ଟି ସ୍ଥାନରେ ଏନଡିଆରଏଫ୍ ର ସବ୍ ସେଣ୍ଟର ଖୋଲାଯିବ । ଉତର , ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଏହି ସବ୍ ସେଂଟର ଖୋଲାଯିବ । ଏହା ବ୍ୟତୀତ ଓଡିଶାରେ ଏକ ଡିଜାଷ୍ଟର ରେସପନ୍ସ ଗ୍ରୀଡ୍ କରାଯିବ ବୋଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଏନଡିଆରଏଫ୍ ଡିଜି ସତ୍ୟ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି ।