ବ୍ରାଉନସୁଗର କରବାରରେ ସାମିଲ ୩ ଯୁବକ ଗିରଫ

ଅନୁଗୁଳ,ଏନ୍ଏନ୍ଏସ୍: ବ୍ରାଉନସୁଗର କାରବାରରେ ସାମିଲ ଥିବା ୩ଜଣଙ୍କୁ ରବିବାର ଅନୁଗୁଳ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୨୪ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ଜଣାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ କୁକୁଡାଙ୍ଗ ଗ୍ରାମର ସୁଜ୍ଞାନୀ ଦେହୁରୀ, ତାପସ ନାଏକ ଓ ସୁବ୍ରତ ବାରିକ। ସୋମନଙ୍କ ବିରୋଧରେ ପୁଲିସ ଏନଡିପିଏସ୍ ଆକ୍ଟରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।