ବଲାଙ୍ଗିରରେ ଆଜି ପୁଣି ୨୧୧ ଚିହ୍ନଟ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରୁ ପୁଣି ୨୧୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୩ ଜଣ, ବଲାଙ୍ଗିର ବ୍ଲକରୁ ୩୫ ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୫୯ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ ଜଣ, ବେଲପଡା ବ୍ଲକରୁ ଜଣେ, ଦେଓଗାଁ ବ୍ଲକରୁ ୬ ଜଣ, ଗୁଡଭେଲା ବ୍ଲକରୁ ୧୧ ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୧୯ ଜଣ, ଖପ୍ରାଖୋଲ ବ୍ଲକରୁ ୩ ଜଣ, ମୁରିବାହାଲ ବ୍ଲକରୁ ୧୦ ଜଣ, ପାଟଣାଗଡ ବ୍ଲକରୁ ୭ ଜଣ, ପାଟଣାଗଡ଼ ସହରାଞ୍ଚଳରୁ ୭ ଜଣ, ପୁଇଁନ୍ତଳା ବ୍ଲକରୁ ୫ ଜଣ, ସଇଁନ୍ତଳା ବ୍ଲକରୁ ୧୬ ଜଣ , ଟିଟିଲାଗଡ ଗ୍ରାମାଞ୍ଚଳରୁ ୩ ଜଣ, ଟିଟିଲାଗଡ଼ ସହରରୁ ୧୮ ଜଣ , ତୁଷୁରା ବ୍ଲକ୍ରୁ ୪ ଜଣ ଓ ତୁରେକେଲା ବ୍ଲକରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।