୨୦ ଭାରତୀୟ ଯବାନ ସହିଦ୍ !

ନୂଆଦିଲ୍ଲୀ : ଲଦାଖ ଗାଲୱାନ ଭ୍ୟାଲିରେ ଭାରତ-ଚୀନ୍ ସେନା ମୁହା-ମୁହିଁ ଘଟଣାରରେ ଅତିକମରେ ୨୦ ଭାରତୀୟ ଯବାନ ସହୀଦ ହୋଇଥିବା ସୂଚନା ମିଳିଛି । ଏ ନେଇ ଭାରତୀୟ ସୂତ୍ରରୁ ସୂଚନା ମିଳିଛି । ଭାରତୀୟ ଯବାନଙ୍କ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି । ଚୀନ୍ ପକ୍ଷରୁ ୪୩ଜଣ ମୃତାହତ ହୋଇଥିବା ସୂଚନା ମିଳିଛି ।