ଭୁବନେଶ୍ୱର,ଏନ୍ଏନ୍ଏସ୍ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସହ ଅନୁବନ୍ଧିତ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମୋନ ଏକାଦଶ ଶ୍ରେଣୀରେ ଦେଇଥିବା ଷାଣ୍ମାସିକ ପରୀକ୍ଷା ବା ୟୁନିଟ୍ ଟେଷ୍ଟର ନମ୍ବରକୁ ବିଚାରକୁ ନିଆଯାଇ ଦ୍ୱାଦଶ ଶ୍ରେଣୀକୁ ଉତୀର୍ଣ୍ଣ ହେବ। ଯଦି କୌଣସି କାରଣରୁ ଛାତ୍ର ବା ଛାତ୍ରୀ ଷାଣ୍ମାସିକ ବା କୌଣସି ଗୋଟିଏ ବି ୟୁନିଟ୍ ପରୀକ୍ଷା ସେହି ବର୍ଷ ମଧ୍ୟର ଦେଇପାରିନାହାନ୍ତି, ସେ କ୍ଷେତ୍ରର ତେବ ବିଦ୍ୟାଳୟ ଖୋଲିଲେ ସେମନେ ଦ୍ୱାଦଶ ଶ୍ରେଣୀ ଉତୀର୍ଣ୍ଣ ପାଇଁ ରିଟେଷ୍ଟ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ ବୋଲି ବିଭାଗ ପକ୍ଷରୁ ନର୍ଦ୍ଦେଶ ଦିଆଯାଇଛି।