ଭୁବନେଶ୍ୱର ଏମ୍ସରେ ଲାଗିବ ୨ଟି ଇକମୋ ମେସିନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ଏମ୍ସରେ ୨ଟି ଇକମୋ ମେସିନ ଲାଗିବ। ପ୍ରଥମ ଇକମୋ ମେସିନ ଚଳିତ ମାସ ଶେଷ ସୁଦ୍ଧା ଲାଗିବ। ଇକମୋ ପରିଚାଳନା ପାଇଁ ଏମ୍ସ ଅଧିକ ଟେକ୍ନିସିଆନ ନିଯୁକ୍ତ କରୁଛି। ଏବେ କିଛି ଅଧ୍ୟାପକଙ୍କୁ ମେସିମ ପରିଚାଳନା ତାଲିମ ଦିଆଯାଇଥିବା ସୂଚନା ମିଳିଛି।