ବ୍ରାଉନସୁଗର କାରବାରରେ ୨ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବ୍ରାଉନ ସୁଗାର କାରବାର କରୁଥିବା ଅଭିଯୋଗରେ ବାଲିଅନ୍ତା ପୋଲିସ ଦୁଇଜଣଙ୍କୁ ଗିରଫ କରିବା ସହ ୧୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ କରିଛି ।

ବାଲିଅନ୍ତା ଥାନା ନଖରା ଫ୍ଲାଏ ଓଭରବ୍ରିଜ ନିକଟରୁ ଏହି ଦୁଇଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସେକ୍ ମଇଦୁଲ ଓ ସେକ୍ ଆଜବାହାର ।