ହୀରାକୁଦରେ ଖୋଲିଲା ୧୭ଟି ଗେଟ୍‌

ସମ୍ବଲପୁର,ଏନ୍‌ଏନ୍‌ଏସ୍‌: ହୀରାକୁଦ ଜଳସ୍ତର ବଢ଼ୁଥିବାରୁ ଆଉ ୫ଟି ଗେଟ୍ ଖୋଲାଯାଇଛି । ଫଳରେ ଏବେ ୧୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।