୧୭ଜିଲ୍ଲାକୁ ଛୁଇଁଲା କରୋନା

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟର ୧୭ଟି ଜିଲ୍ଲାକୁ କରୋନା ଛୁଇଁଛି । ପ୍ରଥମେ ନିଜାମଉଦ୍ଦିନ୍ ଫେରନ୍ତା ପାଇଁ ରାଜ୍ୟର ନିଦ ହଜାଇଥିଲା। ପରେ ପଶ୍ଚିମବଙ୍ଗ ଫେରନ୍ତା। ଏବେ ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟରେ ଚିନ୍ତା ବଢ଼ିଯାଇଛି।
କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ହୋଇଛନ୍ତି….
ଯାଜପୁର(୫୫), ଖୋର୍ଦ୍ଧା(୪୭), ବାଲେଶ୍ୱର(୨୫),ଭଦ୍ରକ(୨୧),ସୁନ୍ଦରଗଡ଼(୧୨), ଗଞ୍ଜାମ(୪), ଜଗତସିଂହପୁର(୪),ବଲାଙ୍ଗୀର(୨), ଝାରସୁଗୁଡ଼ଶ(୨),କେନ୍ଦୁଝର(୨), କଟକ(୨), କେନ୍ଦ୍ରାପଡ଼ା(୩), କଳାହାଣ୍ଡି(୨), କୋରାପୁଟ୍(୧), ଦେବଗଡ଼(୧), ଢ଼େଙ୍କାନାଳ(୧), ପୁରୀ(୧) ।

ସୁସ୍ଥ ହୋଇଥିବା ସଂଖ୍ୟା….
ଯାଜପୁର(୧), ଖୋର୍ଦ୍ଧା(୩୧), ବାଲେଶ୍ୱର(୫), ଭଦ୍ରକ(୧୨), ସୁନ୍ଦରଗଡ଼(୫), କଟକ(୧), କେନ୍ଦ୍ରାପଡ଼ା(୨), କଳାହାଣ୍ଡି(୨), ଢ଼େଙ୍କାନାଳ(୧) ଓ ପୁରୀ(୧)।

କେଉଁ ଜିଲ୍ଲାରେ କେତେଜେଣ ବର୍ତ୍ତମାନ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି….
ଯାଜପୁର(୫୪),ଖୋର୍ଦ୍ଧା(୧୪), ବାଲେଶ୍ୱର(୨୦), ଭଦ୍ରକ(୯), ସୁନ୍ଦରଗଡ଼(୭), ଗଞ୍ଜାମ(୪), ଜଗତସିଂହପୁର(୪),ବଲାଙ୍ଗୀର(୨),ଝାରସୁଗୁଡ଼ା(୨),କେନ୍ଦୁଝର(୨), କଟକ (୧), କେନ୍ଦ୍ରାପଡ଼ା(୧), କରୋପୁଟ(୧), ଦେବଗଡ଼(୧)।

ରାଜ୍ୟରେ ତିନୋଟି ଜିଲ୍ଲା ଏବେ କରୋନା ମୁକ୍ତ ହୋଇଛନ୍ତି। ସେଥିମଧ୍ୟରୁ କଳାହାଣ୍ଡି,ଢ଼େଙ୍କାନାଳ ଓ ପୁରୀ। ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ୧୮୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେô୍ମଧ୍ୟରୁ ୬୧ଜଣ ସୁସ୍ଥ ହୋଇଛନ୍ତି ଓ ଜଷର ୨ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହି ଜଣ ସଂକ୍ରମିତ ମଧ୍ୟ ଖୋର୍ଦ୍ଦା ଜିଲ୍ଲାର। ଅନ୍ୟ ୧୨୨ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।