ଆକ୍ସିସ ବ୍ୟାଙ୍କରୁ ୧୪ଲକ୍ଷ ଲୁଟ

ଝାରସୁଗୁଡ଼ା: ଝାରସୁଗୁଡ଼ାର ଗୋମାଡେରାସ୍ଥିତ ଆକ୍ସିସ ବ୍ୟାଙ୍କରୁ ବୁଧବାର ଦିପହରରେ ୪ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ମାରଣାସ୍ତ୍ର ଦେଖାଇ ବ୍ୟାଙ୍କ ଭିତରୁ ୧୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ବର୍ତ୍ତମାନ ଏହାପରେ ଘଟଣାସ୍ଥଳରେ ବେଲପାହାଡ ପୁଲିସ ତଦନ୍ତ ଆରମ୍ଭ କରିଛି।